Below header

ଆସନ୍ତା ୧୯ରେ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା

ଆସନ୍ତା ୧୯ ତାରିଖରେ ହେବ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ବା OSSTET ପରୀକ୍ଷା। ୪୭ହଜାର ୭୮୪ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଦିନ ୯ରୁ ଦିନ ସାଢ଼େ ୧୧ ଯାଏ ପ୍ରଥମ ପେପର ପରୀକ୍ଷା ହେବ।

ଆସନ୍ତା ୧୯ ତାରିଖରେ ହେବ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ବା OSSTET ପରୀକ୍ଷା। ୪୭ହଜାର ୭୮୪ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଦିନ ୯ରୁ ଦିନ ସାଢ଼େ ୧୧ ଯାଏ ପ୍ରଥମ ପେପର ପରୀକ୍ଷା ହେବ। ସେହିପରି ଅପରାହଣ ସାଢ଼େ ୧ ଟାରୁ ଅପରାହ୍ନ ସାଢ଼େ ୪ଟା ଯାଏ ଦ୍ୱିତୀୟ ପେପର ପରୀକ୍ଷା ହେବ । ବୋର୍ଡର ୱେବସାଇଟ www.bseodisha.ac.in ରେ ଆଡମିଟ କାର୍ଡ ଉପଲବ୍ଧ । ପରୀକ୍ଷାର୍ଥୀ ମୋବାଇଲ ନମ୍ବର ଦେଇ ଆଡ଼ମିଟ କାର୍ଡ ଡାଉନ ଲୋଡ଼ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.