OTET ପରୀକ୍ଷାରେ ଅନିୟମିତତା ଅଭିଯୋଗ, ପ୍ରତିବାଦରେ କଟକ ବୋର୍ଡ ଅଫିସ୍ ଘେରିଲେ ଶତାଧିକ ଆଶାୟୀ

କଟକ(କେନ୍ୟୁଜ୍): OTET ପରୀକ୍ଷାରେ ଅନିୟମିତତା ଅଭିଯୋଗ । ଏହାର ପ୍ରତିବାଦରେ କଟକ ବୋର୍ଡ ଅଫିସ୍ ଘେରାଉ କରିଛନ୍ତି ଶତାଧିକ ଆଶାୟୀ । OTET ପରୀକ୍ଷାର୍ଥୀଙ୍କ ସହ ABVP କର୍ମୀ ବିକ୍ଷୋଭ କରିଛନ୍ତି । ବୋର୍ଡ ସମ୍ପାଦକଙ୍କ ଅଫିସ୍ ସମ୍ମୁଖରେ କିଛି ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟ ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପ୍ରଶ୍ନପତ୍ର ତ୍ରୁଟିର ଯାଞ୍ଚ ସହ ଗ୍ରେସ୍ ମାର୍କ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.