ପୁଣି ମଞ୍ଚରେ ନାଚିଲେ ନେତା, ଗାଇସିଲେଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୀତ ଗାଇବା ସହ ନାଚିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଗାଇସିଲେଟ(କେନ୍ୟୁଜ୍): ପୁଣି ମଞ୍ଚରେ ନାଚିଲେ ନେତା। ଗାଇସିଲେଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୀତ ଗାଇବା ସହ ନାଚିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଇସିଲେଟ ବ୍ଲକର ଶରଧାପାଲି ଗାଁରେ ମହାଜନ ଡୁଙ୍ଗୁରୀ ଠାରେ କରମାସାନୀ ପୂଜା ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପଦ୍ମନାଭ ବେହେରା। ଏଥିରେ ପ୍ରାୟ ୩ହଜାର କଳାକାରଙ୍କୁ ନେଇ ଲିମକା ବୁକ ଅଫ ରେକର୍ଡ ପାଇଁ ଉଦ୍ୟମ କରାଯାଇଥିଲା। ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କରମାସାନୀ ଗୀତ ଗାଇବା ସହ ନାଚିଥିଲେ।

You might also like