ୟୁକ୍ରେନ୍ ଋଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ: ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ

୧-ୟୁକ୍ରେନ୍ ଋଷିଆ ଯୁଦ୍ଧ ପାଇଁ ଓଡିଶାରେ ପ୍ରଭାବ
୨-ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ
୩-ସନଫ୍ଳାଓ୍ବାର ତେଲ ବି ଆକାଶ ଛୁଆଁ
୪-ସପ୍ତାହକ ମଧ୍ୟରେ ସରିଯିବ ଗଛିତ ତେଲ
୫-ଆମଦାନୀ ନହେଲେ ସ୍ଥିତି ସଙ୍ଗୀନ ହେବ
୬-ଓଡିଶାକୁ ଦୈନିକ ଦେଢ ହଜାରରୁ ୨ ହଜାର ଟନ ଆମଦାନୀ ହୁଏ
୭-ବାର୍ଷିକ ୬ ଲକ୍ଷ ଟନ୍ ଓଡିଶାକୁ ଆସେ
୮-ଯୁଦ୍ଧ ପାଇଁ ଆମଦାନୀ ରେ ବ୍ୟାଘାତ ସୃଷ୍ଟି ହୋଇଛି
୯-ଭାରତରେ ବାର୍ଷିକ ୧.୯୦ କୋଟି ଟନ ଆବଶ୍ୟକତା ରହିଛି
୧୦-ସେଥିରୁ ୧.୩୦ ଲକ୍ଷ ଟନ ହିସାବରେ ୭୦ ପ୍ରତିଶତ ଆମଦାନୀ ହୁଏ
୧୧-୫୦ ପ୍ରତିଶତ ପାମୋଲିନ୍, ୨୦ ପ୍ରତିଶତ ସନଫ୍ଲାଓ୍ବାର ଆସେ
୧୨-୨୩ ଲକ୍ଷ ଟନ ସନଫ୍ଳାଓ୍ବାର, ୨୪ ଲକ୍ଷ ଟନ୍ ପାମୋଲିନ୍ କେବଳ ୟୁକ୍ରେନ୍ ରୁ ଆସେ
୧୩-ସରକାର ବ୍ୟବସ୍ଥା ନକଲେ ଆସନ୍ତା ସପ୍ତାହକ ମଧ୍ୟରେ ୫୦ ଟଙ୍କା ବଢିବ ତେଲ
୧୪-ସୂଚନା ଦେଲେ ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା