ଆଠଗଡ଼ ବନଖଣ୍ଡରେ ହାଇଟେକ୍‌ ଉପାୟରେ ବଜ୍ରକାପ୍ତା ଚୋରାଚାଲାଣବେଳେ ଧରାପଡିଲେ ୧୦ଜଣ

ଆଠଗଡ଼: ଆଠଗଡ଼ ବନଖଣ୍ଡରେ ହାଇଟେକ୍‌ ଉପାୟରେ ଚାଲିଛି ବନ୍ୟଜନ୍ତୁ ଚୋରାଚାଲାଣ। ବଜ୍ରକାପ୍ତା ଚୋରାଚାଲଣ ବେଳେ ଧରା ପଡିଛନ୍ତି ୧୦ ଜଣ। ଏହି ରାକେଟ୍‌ର ଚେର ରାଜ୍ୟ ବାହାରେ ଓ ବିଦେଶ ଯାଏ ଲମ୍ବିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆ ଜରିଆରେ ସାଙ୍କେତିକ ଭାଷାରେ ବନ୍ୟଜନ୍ତୁର କିଣାବିକା ହେଉଥିବା ଜଣା ପଡିଛି। ମାମଲାଟି ଆନ୍ତଃରାଜ୍ୟ ଓ ଆନ୍ତର୍ଜାତିକ ଲିଙ୍କ ଥିବାରୁ ଏହି ମାମଲାକୁ କ୍ରାଇଣ କଣ୍ଟ୍ରୋଲ ବ୍ୟୁରୋ ଅଫ ଇଣ୍ଡିଆକୁ ହସ୍ତାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.