ଖୋଲୁଛି ACFଙ୍କ ମୃତ୍ଯୁର ଗୁମର: ନିଜ ଦରମା ଓ ସମ୍ପତ୍ତିକୁ ବିଦ୍ୟାଭାରତୀଙ୍କ ନାଁରେ କରିଥିବା ଏକ ଏଗ୍ରିମେଣ୍ଟ କପି ହସ୍ତଗତ

ଗଜପତି(କେନ୍ଯୁଜ୍): ACF ମୃତ ସୌମ୍ୟରଞ୍ଜନ ଓ ପତ୍ନୀ ବିଦ୍ୟା ଭାରତୀଙ୍କ ମଧ୍ୟରେ ହୋଇଥିବା ଏକ ଏଗ୍ରିମେଣ୍ଟ କପି ହସ୍ତଗତ ହୋଇଛି। ଯେଉଁଥିରେ ସୌମ୍ୟ ରଞ୍ଜନ ତାଙ୍କର ଦରମା ଓ ସମ୍ପତ୍ତିକୁ ବିଦ୍ୟାଭାରତୀଙ୍କ ନାଁରେ କରିଥିବା ଜଣାପଡିଛି।

ଏବେ ସେ ୫୮ହଜାର ଦରମା ପାଉଥିବାବେଳେ ଆଗକୁ ଯାହା ଦରମା ପାଇବେ ପତ୍ନୀଙ୍କୁ ଦେବେ ବୋଲି ଏହି ଏଗ୍ରିମେଣ୍ଟରେ ଉଲ୍ଲେଖ ହୋଇଛି। ତେବେ ସବୁଠୁ ବଡ କଥା କଥା ହେଉଛି ମୃତ୍ୟୁର ୩ ଦିନ ପୂର୍ବରୁ ଏହି ଏଗ୍ରିମେଣ୍ଟ କପି ପ୍ରସ୍ତୁ ହୋଇଛି। ହେଲେ  ସୌମ୍ୟ ରଞ୍ଜନ କି ବିଦ୍ୟା ଭାରତୀଙ୍କ ଦସ୍ତଖତ ନଥିବା ଦେଖାଯାଇଛି। ଏବେ ଏହା ତଦନ୍ତ ସାପେକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.