ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଲା ଯାତ୍ରୀବାହୀ ବିମାନ, ଅଢ଼େଇ ଘଣ୍ଟା ପରେ ବିମାନ ବାତିଲ ନେଇ ଯାତ୍ରୀଙ୍କୁ ଅବଗତ କଲେ ପାଇଲଟ୍‌

ପାଖାପାଖି ୨ ଘଣ୍ଟା ଧରି ବିମାନରେ ହନ୍ତସନ୍ତ ହେଇଛନ୍ତି ଯାତ୍ରୀ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଘୋଷଣା କଲେ ପାଇଲଟ୍‌ । ବେଙ୍ଗାଳୁରୁରୁ ଭୁବନେଶ୍ୱର ଆସିବାର ଥିଲା ଇଣ୍ଡିଗୋ 6E411 ବିମାନ । ପ୍ରାୟ ଅଢ଼େଇ ଘଣ୍ଟା ପରେ ବିମାନ ବାତିଲ ନେଇ ଯାତ୍ରୀଙ୍କୁ ଅବଗତ କରାଗଲା ।

କେନ୍ୟୁଜ୍(ବ୍ୟୁରୋ):  ୨ ଘଣ୍ଟା ଧରି ବିମାନରେ ଯାତ୍ରୀ ହନ୍ତସନ୍ତ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଲା ଯାତ୍ରୀବାହୀ ବିମାନ । ବେଙ୍ଗାଳୁରୁରୁ ଭୁବନେଶ୍ୱର ଆସୁଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି । ପାଖାପାଖି ୨ ଘଣ୍ଟା ଧରି ବିମାନରେ ହନ୍ତସନ୍ତ ହେଇଛନ୍ତି ଯାତ୍ରୀ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଘୋଷଣା କଲେ ପାଇଲଟ୍‌ । ବେଙ୍ଗାଳୁରୁରୁ ଭୁବନେଶ୍ୱର ଆସିବାର ଥିଲା ଇଣ୍ଡିଗୋ 6E411 ବିମାନ । ପ୍ରାୟ ଅଢ଼େଇ ଘଣ୍ଟା ପରେ ବିମାନ ବାତିଲ ନେଇ ଯାତ୍ରୀଙ୍କୁ ଅବଗତ କରାଗଲା । ତେବେ କମ୍ପାନୀ ପକ୍ଷରୁ ସଠିକ ସମୟରେ ସଠିକ ସୂଚନା ଦିଆଯାଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯାତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.