ଚିଲିକା ସ୍ଥିତ ଭାରତୀୟ ନୈସେନା ତାଲିମ କେନ୍ଦ୍ରରେ ଆୟୋଜିତ ହେଲା ପାସିଙ୍ଗ ଆଉଟ ପାରେଡ

ବାଲୁଗାଁ(କେନ୍ୟୁଜ୍):ଚିଲିକା ସ୍ଥିତ ଭାରତୀୟ ନୈସେନା ତାଲିମ କେନ୍ଦ୍ରରେ ପାସିଙ୍ଗ ଆଉଟ ପାରେଡ ଆୟୋଜିତ ହୋଇଛି । ଭାରତୀୟ ନୈସେନା ଓ ଭାରତୀୟ ତଟରକ୍ଷା ବାହିନୀରେ ନୂତନ ଭାବେ ପ୍ରଶିକ୍ଷଣ ନେଇଥିବା ପ୍ରଶିକ୍ଷାର୍ଥୀ ମାନେ ଏହି ପାରେଡରେ ଭାଗ ଦେଇଥିଲେ । ଏଥିସହ ସେମାନଙ୍କୁ ଆଇ.ଏନ.ଏସ ଚିଲିକାରୁ ସ୍ୱାତକ ଉପାଧି ଦିଆଯାଇଛି । ଏଥିରେ ଭାଇସ ଆଡମିରାଲ ଏ.କେ.ଚାଓ୍ଵଲାଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶେଷରେ ପ୍ରଶୀକ୍ଷଣାର୍ଥୀଙ୍କୂ ଟ୍ରଫି ପ୍ରଦାନ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.