ପାଟଣାଗଡ଼ : ବିଧାୟକଙ୍କ ଦବଙ୍ଗଗିରି, PWD ବିଭାଗର ଅଫିସରଙ୍କୁ ରାଜରାସ୍ତାରେ କରାଇଲେ ବସ୍‌ ଉଠ୍‌ 

ପାଟଣାଗଡ଼(କେନ୍ୟୁଜ୍): ବିଧାୟକଙ୍କ ଦବଙ୍ଗଗିରି । ଅଫିସରଙ୍କୁ ରାଜରାସ୍ତାରେ ବସ୍‌ ଉଠ୍‌ କରାଇଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ବିଧାୟକ ଜଣେ PWD ବିଭାଗର ଅଫିସରଙ୍କୁ ଧମକାଉଥିବାର ଭିଡିଓ ଭାଇରାଲ ହୋଇଛି । ରାସ୍ତା ନିର୍ମାଣରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ବିଧାୟକ ଏପରି କରିଥିବା ଅଭିଯୋଗ ହୋଇଛି ।