ଟ୍ରାଫିକ ନିୟମକୁ ଉଲଂଘନ କଲା ପୋଲିସ ଗାଡି ଭିଡିଓ ଭାଇରଲ

ଟ୍ରାଫିକ ନିୟମକୁ ପୋଲିସ ଗାଡି ଉଲଂଘନ କରୁଥିବା ଭିଡିଓ ଭାଇରଲ । ପୁରୀ ଚନ୍ଦନପୁର ଥାନା ପିସିଆର ଭ୍ୟାନ ଟ୍ରାଫିକ ନିୟମକୁ ଉଲଂଘନ କରି ରାସ୍ତାର ଡାହାଣ ପଟେ ଯିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟ୍ରାଫିକ ନିୟମ କାନୁନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ପୋଲିସ ପାଇଁ କିଭଳି ସାତ ଖୁନ ମାଫ, ସେନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.