Below header

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣୀ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠୀଙ୍କ ଘରେ ଚଢାଉ କରାଯାଇଛି। ଘର ସମେତ ଅଫିସ ଶ୍ୱଶୁର ଘର ଓ ସ୍ତ୍ରୀଙ୍କ ଅଫିସରେ ମଧ୍ୟ ରେଡ୍‌ କରାଯାଉଛି। ଏହି ଚଢାଉରେ ୪ ଜିଲ୍ଲାର ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ରେଡ୍‌ ଚାଲିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.