ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜ ଅସୁସ୍ଥ

ପିପିଲି: ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜ ଅସୁସ୍ଥ। ନିର୍ବାଚନ ପ୍ରଚାରକୁ ବାହାରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ଅଜିତ୍‌ ମଙ୍ଗରାଜ। ସେ ନିଜ ଗାଁ ମୋଟରୀ ଆଙ୍କୋଇ ଗାଁରୁ ପ୍ରଚାର ପାଇଁ ବାହାରୁଥିଲେ। ଏହି ସମୟରେ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କ ସମର୍ଥକମାନେ ତୁରନ୍ତ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.