ଯୁକ୍ତ ଦୁଇ ଏଗଜାମ: ଆଜି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ଆରମ୍ଭ ହୋଇଛି ପରୀକ୍ଷା

ଭୁବନେଶ୍ବର: ଗତକାଲିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ବିଜ୍ଞାନ ପରୀକ୍ଷା ହୋଇଥିବା ବେଳେ ଆଜି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ କଳାରେ ୨ ଲକ୍ଷ ୧୮ ହଜାର ୮୩୩ ଜଣ ଓ ବାଣିଜ୍ୟରେ ୨୫ ହଜାର ୭୭୦ ଜଣ ପରୀକ୍ଷା ଦେଉଛନ୍ତି। କପି ରୋକିବା ଠାରୁ ଆରମ୍ଭ କରି ଶୃଙ୍ଖଳିତ ଭାବେ ପରୀକ୍ଷା କରାଇବା ପାଇଁ ସିସିଟିଭି ଲଗାଯାଇଛି ।

Leave A Reply

Your email address will not be published.