Below header

ସମ୍ବଲପୁର କଚେରୀ ଛକରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

ସମ୍ବଲପୁର(କେନ୍ୟୁଜ୍): ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ସମ୍ବଲପୁର କଚେରୀ ଛକରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

କୋର୍ଟ ଭିତରେ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କୋର୍ଟ କଚେରୀ ବର୍ଜନ କରି ସତ୍ୟାଗ୍ରହ କରିଛନ୍ତି ଓକିଲ ସଂଘ। ଏହି ସତ୍ୟାଗ୍ରହରେ ଶହ ଶହ ସଙ୍ଗଂନ ସାମିଲ ହୋଇଛନ୍ତି । ପୋଲିସ ଛାଉଣୀରେ ରହିଛି ପୁରା କଚେରୀ ଛକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.