ପୋଲିସ ଗିରଫ କଲା ନକଲି ମହିଳା ପୋଲିସ୍

ଚୌଦ୍ୱାର (କେନ୍ଯୁଜ୍) : ପୋଲିସ ହାତରେ ନକଲି ପୋଲିସ । ଜଣେ ନକଲି ମହିଳା ପୋଲିସକୁ ଗିରଫ କରିଛି ଚୌଦ୍ୱାର ପୋଲିସ । ଗିରଫ ମହିଳା ଜଣକ ହେଲେ ଡେରାବିଶ ଥାନା ବାଲିଆ ଅଞ୍ଚଳର ସୁଲତାନ ବେଗମ । ନିଜକୁ ଚାଉଳିଆଗଞ୍ଜ ଥାନା ଅତିରିକ୍ତ ଆଇଆଇସି ପରିଚୟ ଦେଇ ଚୌଦ୍ୱାର ଗଉଡ ସାହିରେ ଲୋକଙ୍କୁ ଧମକାଇ ଚାନ୍ଦା ଆଦାୟ କରୁଥିବାବେଳେ ତାଙ୍କୁ ପୋଲିସ ଗିରଫ କରିଛି । ତାଙ୍କଠାର ବହୁ ନକଲି କାଗଜପତ୍ର ଜବତ କରିବା ସହ ପୋଲିସ ପୋଷାକ ମଧ୍ୟ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.