Below header

ନିଜକୁ ଭିଜିଲାନ୍ସ ଏସ୍‌ପି କହି ଚୂନା ଲଗାଉଥିଲେ ଅଧ୍ୟାପକ, ବାନ୍ଧିନେଲା ପୋଲିସ

ନିଜକୁ ଭିଜିଲାନ୍ସ ଏସ୍‌ପି ପରିଚୟ ଦେଇ ଠକୁଥିଲେ । ପାଠୁଆ ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି । ସାଇବର ଥାନା ପୋଲିସ ଅଭିଯୁକ୍ତ ଲେକଚରଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨ ଲକ୍ଷ ୬୦ ହଜାର ଟଙ୍କା , ୬ ଟି ସିମ କାର୍ଡ , ଗୋଟିଏ ମୋବାଇଲ ଫୋନ୍ ଜବତ୍ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ୍‌): ନିଜକୁ ଭିଜିଲାନ୍ସ ଏସ୍‌ପି ପରିଚୟ ଦେଇ ଠକୁଥିଲେ। ପାଠୁଆ ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ସାଇବର ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨ ଲକ୍ଷ ୬୦ ହଜାର ଟଙ୍କା, ୬ ଟି ସିମ କାର୍ଡ , ଗୋଟିଏ ମୋବାଇଲ ଫୋନ୍ ଜବତ୍ ହୋଇଛି। କଣ୍ଟ୍ରାକ୍ଟର ମନୋଜ ଚୌଧୁରୀ ଭିଯୋଗକାରୀ ପରେ ଅଭିଯୁକ୍ତ ମନୋଜ କୁମାର ମାଝୀକୁ କୃଷ୍ନପ୍ରସାଦ ଅଞ୍ଚଳରୁ ଗିରଫ କରାଯାଇଛି । ମନୋଜ ଚୌଧୁରୀ ଜଣେ କଣ୍ଟ୍ରାକ୍ଟର ଭିଜିଲାନ୍ସ ପାନେଲ ଲିଷ୍ଟରେ ନାମକୁ ଲିଷ୍ଟ କରିବା ଲାଗି ସିକ୍ଯୁରିଟି ଆକାରରେ ଟଙ୍କା ମାଗିଥିଲା ଅଭିଯୁକ୍ତ। ଅଭିଯୁକ୍ତ ମନୋଜ ପ୍ରଥମେ ପାଞ୍ଚ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ୨. ୬୦ ହଜାର ଦେଇଥିଲେ । ସମୁଦାୟ ୭ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲା ଠକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.