ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ, ୩୮ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ବଡ ସଫଳତା। ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରାଯାଇଥିଲା। ୩୮ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ।

ସେମାନଙ୍କଠାରୁ ୨ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କା ଓ ୨୨ଟି ମୋବାଇଲ୍କୁ ଜବତ କରାଯାଇଛି। ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ସଂକ୍ରାନ୍ତରେ ସୂଚନା ପାଇ, ଏହି ଚଢ଼ାଉ କରିଥିଲା ଭଞ୍ଜନଗର ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.