Below header

ପୋଲିସ ହେବ ତ ଏମିତି: ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଶିକ୍ଷକଙ୍କର ବଞ୍ଚାଇଲେ ଜୀବନ

ମାଲକାନଗିରି(କେନ୍ୟୁଜ): ପୋଲିସ ହେବ ତ ଏମିତି। ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଶିକ୍ଷକଙ୍କ ଜୀବନ ବଞ୍ଚାଇଲେ। ବାଲିମେଳା ଥାନା ଅନ୍ତର୍ଗତ କାମବେଡ଼ା ଗାଁର ଜଣେ ଶିକ୍ଷକ କୌଣସି କାରଣ ବଶତଃ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ASI ଅଜିତ ଷଡଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ପଡିଥିଲେ। ଶିକ୍ଷକଙ୍କୁ ପାଣିରୁ ଉଦ୍ଧାର କରି ବାଲିମେଳା ମେଡିକାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ପରେ ଶିକ୍ଷକ ଜଣକ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.