ନାଇଟ୍‌ କର୍ଫ୍ୟୁ ସମୟରେ ବାର୍‌ ଚାଲିଥିବାରୁ ପୋଲିସର ଚଢାଉ, ମୋଟା ଅଙ୍କର ଜୋରିମାନା ଆଦାୟ

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ବାର୍‌ ଉପରେ ଚଢାଉ । ନାଇଟ୍‌ କର୍ଫ୍ୟୁ ସମୟରେ ବାର୍‌ ଚାଲିଥିବାରୁ ଚଢାଉ କରିଛି ପୋଲିସ । କଟକ-ପୁରୀ ରୋଡ୍‌ରେ ଥିବା ଏମବାସୀ ବାର୍‌ରେ ଚଢାଉ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲାଥିବା ଖବର ପାଇ ଅତର୍କିତ ଚଢାଉ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ ।

ଚଢାଉ ସମୟରେ ଏକାଧିକ ଗ୍ରାହକ ଥିଲେ । କେହି କୋଭିଡ ନିୟମ ମାନୁନଥିଲେ । ବାର୍‌ ମ୍ୟାନେଜରଙ୍କୁ କଡା ତାଗିଦ କରିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.