ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୯ ଗିରଫ

ଭୁବନେଶ୍ବର : ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ରେଡ୍‌। ନୟାପଲ୍ଲୀ ଭିଆଇପି କଲୋନୀରେ ଥିବା ଓୟୋ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ।

ତେବେ ଏନେଇ ଖବର ପାଇବାପରେ ଗତ ରାତିରେ ରେଡ୍‌ କରିଥିଲା ପୋଲିସ । ଚଢାଉ ବେଳେ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ତିନିଟି ଦାମୀ କାର ଓ ଏକ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.