Browsing Tag

oyo

ମେକ ମାଇଁ ଟ୍ରିପ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ

କଟକ : ଠିକ୍‌ ରେ ସେବା ନ ଦେଲେ ଦଣ୍ଡ ଦେବ ଖାଉଟି ଅଦାଲତ । ତେଣୁ ଅତିଥିଙ୍କୁ ସେବା ଯୋଗାଇବାରେ କରନ୍ତୁନି ଅବହେଳା । ସମ୍ପୃକ୍ତ କମ୍ପାନୀଙ୍କୁ ମହଙ୍ଗା ପଡ଼ିଲା ଠିକ୍‌ ଭାବେ ସର୍ଭିସ ନ ଯୋଗାଇବା । ଏବେ ଗଣିବେ ତଣ୍ଡ । ମେକ ମାଇଁ ଟ୍ରିପ ଓ ଓୟୋ ରେ ରହିବା ପାଇଁ କରିଥିଲେ ବୁକିଂ । ବୁକିଂ…

ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର

ଅନ୍‌ଲାଇନରେ ହୋଟେଲ ରୁମ୍‌ ବୁକ୍‌ ପାଇଁ ଭାରତର ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଅଯୋଧ୍ୟାକୁ ଅଧିକ ସର୍ଚ୍ଚ କରାଯାଇଛି। ଡିସେମ୍ବର ୩୧ରେ ୮୦ ପ୍ରତିଶତରୁ ଅଧିକ ଲୋକ ଅଯୋଧ୍ୟାରେ ରହିବା ପାଇଁ ହୋଟେଲ ରୁମ୍‌ ଖୋଜିଛନ୍ତି। ହିଲ୍‌ ଷ୍ଟେସନ ଏବଂ ସମୁଦ୍ର କୂଳ ତୁଳନାରେ ଅଯୋଧ୍ୟାରେ ଅଧିକ ବୁକିଂ…

ବିଶ୍ୱକପ ୨୦୨୩ ପାଇଁ ୫୦୦ ହୋଟେଲ ଖୋଲିବ OYO, ତିନି ମାସ ଭିତରେ କାମ ସାରିବାକୁ ନିଷ୍ପତ୍ତି

ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟୋବର ୫ରୁ ଅହମଦାବାଦରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ବିଶ୍ୱକପ ପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ OYO ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ…

OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ନିଧନ, ୨୦ ତାଲାରୁ ଖସିପଡ଼ିଲେ; ଦୁଇ ଦିନ ତଳେ ହୋଇଥିଲା…

OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଖବର ଅନୁସାରେ, ଗୁରୁଗାଓଁର ଏକ ଉଚ୍ଚ ମହଲା ବିଲ୍ଡିଂରୁ ଖସିପଡି ତାଙ୍କର ମୃତ୍ୟୁ ଘଟିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହା ସହ ରିତେଶ…

ପିଏମ୍‌ ମୋଦିଙ୍କୁ ନିମନ୍ତ୍ରଣ ଦେଇ ଗୋଡ଼ ଛୁଇଁଲେ OYO ଫାଉଣ୍ଡର; ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି ରିତେଶ…

ଓୟୋ ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ ବିବାହ କରୁଛନ୍ତି। ଏହା ପୂର୍ବରୁ ସେ ପିଏମ୍‌ ମୋଦିଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ନେଇଛନ୍ତି। ହସ୍ପିଟାଲିଟି ଚେନ୍‌ ଓୟୋ ରୁମ୍ସର ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ ଚଳିତ ବର୍ଷ ମାର୍ଚ୍ଚରେ ଅର୍ଥାତ୍‌ ଆସନ୍ତା ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।…

OYO ଗ୍ରାହକ ପାଇଁ ବଡ଼ ଅଫର: ଏବେ ହୋଟେଲରେ ରହିବା ଉପରେ ମିଳିବ ୬୦% ଡିସ୍‌କାଉଣ୍ଟ

ଗ୍ରାହକଙ୍କ ପାଇଁ ଖୁସି ଖବର ନେଇ ଆସିଛି ଓୟୋ। ବର୍ତ୍ତମାନ ସବୁଠୁ ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ ବୁକିଂ ପୋର୍ଟାଲ ଭାବେ ଓୟୋ ଜଣାଶୁଣା। ସାରା ଦେଶରେ ଓୟୋର ହଜାର ହଜାର ହୋଟେଲ ସହ ଟାଏଅପ୍‌ ରହିଛି। ଯେତେବେଳେ ଲୋକମାନେ କିଛି ଟ୍ରିପ୍‌ ପ୍ଲାନିଂ କରିଥାନ୍ତି ପ୍ରଥମେ ସେମାନେ ମୋବାଇଲ ଆପ୍‌…

ସୋନୁ ସୁଦ୍‌ଙ୍କୁ ନିଜ ସ୍ୱଚ୍ଛତା ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କଲା OYO, ଏବେ ସାନିଟାଇଜର ଗୁରୁତ୍ୱ…

ହୋଟେଲ ବିଜନେସ୍‌ କମ୍ପାନୀ ‘OYO’ ଫିଲ୍ମ ଅଭିନେତା ସୋନୁ ସୁଦ୍‌ଙ୍କୁ ନିଜ ସ୍ୱଚ୍ଛତା ଅଭିଯାନ ‘ସାନିଟାଇଜ୍‌ ବିଫେର ୟୋର ଆଇଜ୍‌’ର ବ୍ରାଣ୍ଡ ଆମାସାଡର ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ ମଙ୍ଗଳବାର ଦିନ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଓୟୋ ହୋଟେଲ ଆଣ୍ଡ ହୋମ୍ସ ତରଫରୁ କୁହାଯାଇଛି ଏହି…

ଓୟୋ ନାରେ ଯୁବକ ଆଣିଲେ ଠକେଇ ଅଭିଯୋଗ, କ୍ୟାପିଟାଲ ଥାନାରେ ଦେଲେ ଏତଲା

ଭୁୁବନେଶ୍ୱର: ଲକ୍ ଡାଉନରେ ଦିନକୁ ଦିନକୁ ବଢିବାରେ ଲାଗିଲାଣି ଠକାମୀ । ଏହା ଭିତରେ ପୁଣି ଓୟୋ ନାରେ ଆସିଛି ଠକେଇ ଅଭିଯୋଗ । ଭୁୁବନେଶ୍ୱରର ଜଣେ ଯୁବକ ଆଣିଲେ ଏହି ଅଭିଯୋଗ । ଯୁକ ଜଣଙ୍କ ପରୀକ୍ଷା ଦେବାକୁ ମୁମ୍ବାଇ ଯାଇଥିଲେ । ସେଠାରୁ ଫେରି ପେଡ କ୍ୱାରେଣ୍ଟାଇନରେ ଭୁୁନେଶ୍ୱରର ଏକ ଓୟୋ…

ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୯ ଗିରଫ

ଭୁବନେଶ୍ବର : ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ରେଡ୍‌। ନୟାପଲ୍ଲୀ ଭିଆଇପି କଲୋନୀରେ ଥିବା ଓୟୋ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା । ତେବେ ଏନେଇ ଖବର ପାଇବାପରେ ଗତ ରାତିରେ ରେଡ୍‌ କରିଥିଲା ପୋଲିସ । ଚଢାଉ ବେଳେ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।…

OYO Rooms କର୍ମଚାରୀମାନଙ୍କ ଦରମାରେ କାଟିବ 25% ଅଂଶ, କିଛି ଜଣଙ୍କୁ 4 ମାସ ପାଇଁ ପଠାଇଲା ଛୁଟିରେ

କୋଭିଡ-19 ମହାମାରୀର ପ୍ରକୋପକୁ ରୋକିବା ପାଇଁ ଜାରି ଲକଡାଉନରେ ହୋଟେଲ ଶିଳ୍ପ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଦେଶର ବଡ଼ ହୋଟେଲ ଚେନ କମ୍ପାନୀ 'ଓୟୋ ରୁମ୍ସ' ଭାରତରେ ସମସ୍ତ କର୍ମଚାରୀଙ୍କ ଦରମାରେ 25 ପ୍ରତିଶତ ହ୍ରାସ କରିବା ନେଇ ଘୋଷଣା କରିଛି। ଏହି କାଟ ଏପ୍ରିଲରୁ ଆଗାମୀ 4 ମାସ ଯାଏ…

ଭୁବନେଶ୍ୱର ନୟାପଲ୍ଲୀରେ OYO ନାଁରେ ସାଂଘାତିକ ଅଭିଯୋଗ, ରୁମ୍‌ ଲକ୍‌ କି’ରେ ହିଡେନ୍‌ କ୍ୟାମେରା ଲଗାଇ କରାଯାଇଛି…

ଭୁବନେଶ୍ବର: ଆପଣ ବାହାରକୁ ବୁଲିବାକୁ ଯିବା ବେଳେ ହୋଟେଲ ରୁମ୍‌ ବୁକ୍‌ କରୁଛନ୍ତି କି ? ସାବଧାନ ! ଆପଣଙ୍କ ରୁମ୍‌ ଭିତରର ଭିଜୁଆଲ ରେକର୍ଡ ହୋଇପାରେ । ଆଉ ଆପଣଙ୍କୁ ବ୍ଲାକ ମେଲିଂ କରିପାରନ୍ତି ହୋଟେଲ କର୍ମଚାରୀ । ଏପରି ଏକ ଅଭିଯୋଗ ଆସିଛି ଭୁବନେଶ୍ୱରରୁ । ନୟାପଲ୍ଲୀ ଅଞ୍ଚଳରେ ଥିବା OYOରେ…