Browsing Tag

Police raid

ଜୁଆ ଆଡ୍ଡା ଉପରେ ଚଢ଼ଉ, ୬ ଜୁଆଡି ଗିରଫ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ଉ। ହିଞ୍ଜିଳି ଥାନା ଅଧୀନ ଆଙ୍କୋରଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇଁ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ନଗଦ ୧୩ ହଜାର ୪୦୦ ଟଙ୍କା,ମୋବାଇଲ ଫୋନ୍ ଓ ତାସ ଜବତ ହୋଇଥିବା…

କେବେ ଦେଖି ନଥିବେ ଏମିତି ରେଡ୍‌, ଲାଞ୍ଚ ଟଙ୍କାକୁ ଗିଳି ବାନ୍ତିକଲେ ଅଧିକାରୀ

ଲାଞ୍ଚ ଟଙ୍କା ଗିଳି ଦେଲେ, ପୁଣି ବାନ୍ତି କଲେ । ଲାଞ୍ଚ ଟଙ୍କା କେଉଁଠାରେ ଲୁଚାଇବେ ଜାଣି ନପାରି ପାଟିରେ ପୁରାଇଥିଲେ ଜଣେ ବ୍ୟକ୍ତି । ଅନେକ ଅଧିକାରୀ ଲାଞ୍ଚ ଟଙ୍କା ନିଅନ୍ତି ଏଭଳି ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସିଥାଏ । ଲାଞ୍ଚ ନେବା ସମୟରେ ପୋଲିସ ହାତରେ ମଧ୍ୟ ଧରା ପଡ଼ନ୍ତି ଏହି…

ବେଆଇନ ଗଞ୍ଜା ଲଢେଇରେ ଛାପ ମାରିଲା ପୋଲିସ୍‌, ୩୬ ଜୁଆଡ଼ି ଗିରଫ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ମାଲିଡ଼ିହି ପଞ୍ଚାୟତ ପତ୍ରାଟୋଲି ଅଞ୍ଚଳରେ ବେଆଇନ ଚାଲିଥିବା କୁକୁଡ଼ା ଖେଳ ଉପରେ ପୋଲିସର ଅତର୍କିତ ଚଢ଼ାଉ। ୩୬ ଜଣ ଜୁଆଡିଙ୍କ ସହ ୨ଟି ଚାରି ଚକିଆ ଗାଡି, ବାଇକ ଓ ୩୬ ହଜର ୧୯୦ ଟଙ୍କା ଜବତ କରିଛି । ସୂଚନା ଅନୁସାରେ…

ବ୍ରହ୍ମପୁର ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ: ୪ଜଣ ଯୁବତୀଙ୍କ ସହ ୧୦ ଗ୍ରାହକ ଅଟକ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ । ଗେଷ୍ଟ ହାଉସରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଚଢ଼ାଉ କରିଥିଲା । ଚଢ଼ାଉ  ସମୟରେ ଗେଷ୍ଟ ହାଉସରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।…

କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସର ଚଢାଉ: ୬୦ ଲକ୍ଷ ଟଙ୍କା ଜବତ, ୭ ଗିରଫ

କଣ୍ଟାବାଞ୍ଜି(କେନ୍ୟୁଜ୍): ଲଜ୍‌ରୁ ୬୦ ଲକ୍ଷ ଜବତ। କଣ୍ଟାବାଞ୍ଜି ସହରର ଏକ ଲଜ୍‌ ଉପରେ ପୋଲିସ ଚଢାଉ କରି ଟଙ୍କା ଜବତ କରିଛି। ଚଢାଉ ସମୟରେ ରାଜ୍ୟ ବାହାରର ୭ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୬୦ଲକ୍ଷ ଟଙ୍କା ଜବତ ହୋଇଛି। କଣ୍ଟାବାଞ୍ଜି SDPO ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଜିପିଏସ ଟ୍ରାକ୍ କରି ନିଜ ଚୋରା ଗାଡି ଖୋଜୁ ଖୋଜୁ ମାଲିକ ଜଣଙ୍କ ପହଁଚିଲେ କବାଡିଖାନାରେ, ତାପରେ ହେଲା କିଛି ଏମିତି

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ସହର ଶିତଳେଶ୍ୱର ଠାରେ ଥିବା ଏକ କବାଡିଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ୍। ସୂଚନା ମୁତାବକ କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରି ହୋଇଥିଲା। ଗାଡି ମାଲିକ ନିଜ ଗାଡିର ଜି ପି ଏସ କୁ ଟ୍ରାକ କରି ଗାଡିର ପିଛା…

କରୋନା କଟକଣାରେ ଲୁଚାଛପାରେ ଚାଲିଥିଲା ୧୫ଶହ ଲୋକଙ୍କ ପାଇଁ ବାହାଘର ଭୋଜି, ମାଡି ବସିଲା ପ୍ରଶାସନ

ବ୍ରହ୍ମପୁର: କରୋନା କଟକଣାରେ ଲୁଚାଛପା ଚାଲିଥିବା ବାହାଘର ଭୋଜି । ମାଡି ବସିଲା ପ୍ରଶାସନ । ବାହାଘର ପାଇଁ କେବଳ ୫୦ ଲୋକଙ୍କ ଅନୁମତି ରହିଛି । ହେଲେ ବାହାଘରରେ ଡକାଯାଇଥିଲା ଦେଢ଼ ହଜାର ଲୋକ । ଏଥିପାଇଁ ଚାଲିଥିଲା ରୋଷେଇ । ହେଲେ ଠିକ ସମୟରେ ଖବର ପାଇ ଗାଁରେ ପହଁଚିଥିଲା । କଟକଣା ଉଲ୍ଲଂଘନ…

ବାଣପୁର ଦାମିଆ ବରବରା ପଞ୍ଚାୟତରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ, ୮ ହଜାର ଲିଟର ପୋଚ ଜବତ

ଟାଙ୍ଗୀ : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା, ନିପାଣିଆ ଏବଂ ଲୋଧଭୂଇଁ ଗ୍ରାମରେ ଆଜି ସକାଳ ୭ ଘଟିକାରୁ ଅପରାହ୍ନ…

ଟାଙ୍ଗୀ: ଜୁଆ ଆଡ୍ଡା ଉପରେ ଚଢ଼ାଉ, ଚାରି ଜୁଆଡି ଗିରଫ ସହ ମୋବାଇଲ ଓ ବାଇକ୍ ଜବତ

କେନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଏବଂ ବାଇକ ଜବତ କରିଛି l ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ଏସ.ଆଇ ବିଜୟ…

ଗଞ୍ଜାମର ନିମିକା ଓ ବିଞ୍ଚଣା ଗାଁରେ ଦୁଇଟି ତମାଖୁ କାରଖାନା ଉପରେ ଚଢାଉ, ଲକ୍ଷ ଲକ୍ଷ ଟଙ୍କାର ଧୁଆଁ ପତ୍ର ସହ ଅନେକ…

ଗଞ୍ଜାମ: ତମାଖୁ କାରଖାନା ଉପରେ ଚଢାଉ । ଲକ୍ ଡାଉନରେ ବି ଚାରିଛି ଜୋରଦାର ବେଆଇନ୍ କାରବାର ଯାହାର ପାର୍ଦାଫାଶ କରିଛି  ଗଞ୍ଜାମ ପୋଲିସ୍ । ଜିଲ୍ଲାର ଗାଙ୍ଗପୁର ଥାନାର ନିମିକା ଓ ବିଞ୍ଚଣା ଗାଁର ଦୁଇଟି ତମାଖୁ କାରଖାନା ଉପରେ ଚଢାଉ କରିଛି ପୋଲିସ । ଏହି ଚଢାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର…

ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୯ ଗିରଫ

ଭୁବନେଶ୍ବର : ଓୟୋ ରୁମ୍‌ରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ରେଡ୍‌। ନୟାପଲ୍ଲୀ ଭିଆଇପି କଲୋନୀରେ ଥିବା ଓୟୋ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା । ତେବେ ଏନେଇ ଖବର ପାଇବାପରେ ଗତ ରାତିରେ ରେଡ୍‌ କରିଥିଲା ପୋଲିସ । ଚଢାଉ ବେଳେ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।…