Below header

ଗଞ୍ଜାମର ନିମିକା ଓ ବିଞ୍ଚଣା ଗାଁରେ ଦୁଇଟି ତମାଖୁ କାରଖାନା ଉପରେ ଚଢାଉ, ଲକ୍ଷ ଲକ୍ଷ ଟଙ୍କାର ଧୁଆଁ ପତ୍ର ସହ ଅନେକ ସାମଗ୍ରୀ ଜବତ

ଗଞ୍ଜାମ: ତମାଖୁ କାରଖାନା ଉପରେ ଚଢାଉ । ଲକ୍ ଡାଉନରେ ବି ଚାରିଛି ଜୋରଦାର ବେଆଇନ୍ କାରବାର ଯାହାର ପାର୍ଦାଫାଶ କରିଛି  ଗଞ୍ଜାମ ପୋଲିସ୍ । ଜିଲ୍ଲାର ଗାଙ୍ଗପୁର ଥାନାର ନିମିକା ଓ ବିଞ୍ଚଣା ଗାଁର ଦୁଇଟି ତମାଖୁ କାରଖାନା ଉପରେ ଚଢାଉ କରିଛି ପୋଲିସ ।

ଏହି ଚଢାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଧୁଆଁ ପତ୍ର ସହ ତମାଖୁ ତିଆରି ସାମଗ୍ରୀ ଜବତ କରାଯାଇଛି । ତେବେ ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ଖୋଳତାଡ଼ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.