Below header
Browsing Tag

Tobacco

ତମାଖୁ ସେବନ କରି ନବଜାତ ଶିଶୁକୁ ସଙ୍କଟରେ ପକାଇଲା ମା’

ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ତ ସମସ୍ତେ ଜାଣନ୍ତି । ଅନେକ ସମୟରେ ତମାଖୁ ସେବନ ନେଇ ସତର୍କ କରାଯାଏ କିନ୍ତୁ ବହୁତ କମ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତେବେ ଏହି ତମାଖୁ ସେବନ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ସମାନ ଭାବେ ଜଣେ ମା’ର ତମାଖୁ ସେବନ ର ପ୍ରଭାବ ତାର…

OTT ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ପାଇଁ ନୂଆ ଗାଇଡଲାଇନ୍‌, ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

OTT ପ୍ଲାଟଫର୍ମରେ ତମାଖୁ ଚେତାବନୀ ଦେଖାଇବା ପାଇଁ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ରଖିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ରହିଛି ।ଯଦି କେହି ଏହାକୁ ଅମାନ୍ୟ କରନ୍ତି, ତେବେ…

ସିଗାରେଟ୍‌ ପ୍ୟାକେଟ୍‌ ଉପରେ ଏବେ ଲେଖାଯିବ ‘ତମାଖୁ ସେବନ ଅର୍ଥ ଅକାଳ ମୃତ୍ୟୁ’! ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ

ସିଗାରେଟ୍‌ ଏବଂ ଅନ୍ୟାନ୍ୟ ତମାଖୁ ଜନିତ ପଦାର୍ଥର ପ୍ୟାକିଂ ପାଇଁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ନିର୍ଦ୍ଦେଶ ଅନୁସାରେ, ଏବେ ସିଗାରେଟ୍‌ ଏବଂ ଅନ୍ୟାନ୍ୟ ଉତ୍ପାଦର ପ୍ୟାକେଟ ଉପରେ ବଡ଼ ଅକ୍ଷରରେ ‘ତମାଖୁ ସେବନ…

ତମାଖୁ ସେବନ କରିବାକୁ ମନା କରିବାକୁ ଓଢ଼ଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କଲା ୯ ବର୍ଷର ଝିଅ

ଏବେ ଦେଶର ଚାରିଆଡ଼େ ନିଶା ମୁକ୍ତି ଅଭିଯାନ ଚାଲିଛି। ତେବେ ଇତି ମଧ୍ୟରେ ଛତିଶଗଡ଼ର ସରଗୁଜା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ୯ ବର୍ଷର ଝିଅକୁ ତମାଖୁ ସେବନ କରିବାକୁ ବାରଣ କରିବାକୁ ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଝିଅଟିର ଦାଦି…

ଗଞ୍ଜାମର ନିମିକା ଓ ବିଞ୍ଚଣା ଗାଁରେ ଦୁଇଟି ତମାଖୁ କାରଖାନା ଉପରେ ଚଢାଉ, ଲକ୍ଷ ଲକ୍ଷ ଟଙ୍କାର ଧୁଆଁ ପତ୍ର ସହ ଅନେକ…

ଗଞ୍ଜାମ: ତମାଖୁ କାରଖାନା ଉପରେ ଚଢାଉ । ଲକ୍ ଡାଉନରେ ବି ଚାରିଛି ଜୋରଦାର ବେଆଇନ୍ କାରବାର ଯାହାର ପାର୍ଦାଫାଶ କରିଛି  ଗଞ୍ଜାମ ପୋଲିସ୍ । ଜିଲ୍ଲାର ଗାଙ୍ଗପୁର ଥାନାର ନିମିକା ଓ ବିଞ୍ଚଣା ଗାଁର ଦୁଇଟି ତମାଖୁ କାରଖାନା ଉପରେ ଚଢାଉ କରିଛି ପୋଲିସ । ଏହି ଚଢାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର…

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି, ନିର୍ଗତ ବିଷାକ୍ତ ପବନରେ ଲୋକେ ଅତିଷ୍ଠ ହେଉଥିବା ଅଭିଯୋଗ

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି। ସମ୍ବଲପୁର-ରାଉରକେଲା ଜାତୀୟ ରାଜପଥରୁ ୫୦ ମିଟର ଦୂରରେ ଏହି ଫ୍ୟାକ୍ଟି ରହିଛି । ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗଣଶିକ୍ଷା ବିଭାଗ ଓ ପ୍ରଦୂଷଣ ବିଭାଗର ସମସ୍ତ ନିୟମକୁ ଉଲଘଂନ ଏହି ଗୁର୍‌ଖା ଫ୍ୟାକ୍ଟ୍ରି…