Below header

ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୧୦ କର୍ମଚାରୀ ଆହତ

ଘାଟିରେ ଦୁର୍ଘଟଣା, ୧୦ ଆହତ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ହୋଇଛି ।

ମୟୂରଭଞ୍ଜ : ଘାଟିରେ ଦୁର୍ଘଟଣା, ୧୦ ଆହତ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ହୋଇଛି । ପୋଲିସ ଭ୍ୟାନର ବ୍ରେକ୍ ଫେଲ ହେବାରୁ ଏଭଳି ଘଟିଥିବା ସୂଚନା ମିଳିଛି । ଏଥିରେ ୧୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ଭ୍ୟାନ ଡ୍ରାଇଭର ଓ ହାବିଲଦାର ଗୁରୁତର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.