ଭଦ୍ରକ:ପୁଣି ଖାକି ନାଁରେ ସଙ୍ଗୀନ ଅଭିଯୋଗ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗରେ ଗାଡ଼ି ଜାଳିଦେଲେ ଲୋକେ

ଭଦ୍ରକ(କେନ୍ୟୁଜ୍):  ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗରେ ତାତିଲେ ଲୋକ । ଭଦ୍ରକ ଜିଲ୍ଲା ତିହିଡିରେ ଜାଳି ଦେଲେ ପୋଲିସ ଗାଡ଼ି । ବିଚ୍‌ ରାସ୍ତାରେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଲେ ସ୍ଥାନୀୟ ଲୋକ । ଏହାସହ ଭଦ୍ରକ-ଚାନ୍ଦବାଲି ଅଲିନଗର ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.