Below header

ରାଜ୍ୟର ନୂଆ ମୁଖ୍ୟ ସଚିବ ହେଲେ ପ୍ରଦୀପ କୁମାର ଜେନା, ମାର୍ଚ୍ଚ ୧ରୁ ନେବେ ଦାୟିତ୍ୱ

ରାଜ୍ୟର ନୂଆ ମୁଖ୍ୟ ସଚିବ ହେଲେ ପ୍ରଦୀପ କୁମାର ଜେନା। ଫେବୃଆରୀ ୨୮ ତାରିଖରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ନୂଆ ମୁଖ୍ୟ ସଚିବ ହେଲେ ପ୍ରଦୀପ କୁମାର ଜେନା। ମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ନେବେ । ୧୯୮୯ ବ୍ୟାଚର ଆଇଏଏସ ପ୍ରଦୀପ କୁମାର ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଫେବୃଆରୀ ୨୮ ତାରିଖରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.