Below header

ନୂଆ BMC କମିଶନର ଭାବେ ଦାୟିତ୍ୱ ନେଲେ ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ବର(କେନ୍ୟୁଜ୍): ନୂଆ BMC କମିଶନର ଭାବେ ଦାୟିତ୍ୱ ନେଲେ ପ୍ରେମଚନ୍ଦ୍ର ଚୌଧୁରୀ। ଦାୟିତ୍ୱ ନେବା ପରେ BMC ର ସମସ୍ତ କର୍ମଚାରୀ ତାଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ନେବା ପରେ ପ୍ରେମଚନ୍ଦ୍ର ଚୌଧୁରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଡ୍ରେନେଜ ଓ ସ୍ୱେରେଜ ବ୍ୟବସ୍ଥା ସଜାଡ଼ିବା ମୁଖ୍ୟ ଲକ୍ଷ୍ୟ ରହିବ। ସ୍ମାର୍ଟ ସିଟିର ବିକାଶ ପାଇଁ କାମ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝିବି। ପୂର୍ବରୁ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳର ଦାୟିତ୍ୱ ତୁଲାଇଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.