Below header

ଜେଲରୁ କଏଦୀ ଫେରାର, ଉପକାରାଗାରରେ ୩ ବର୍ଷ ହେଲା କାଟୁଥିଲେ ସଜା

ଜେଲରୁ କଏଦୀ ଫେରାର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ଫେରାର ।

ରାଇରଙ୍ଗପୁର (କେନ୍ୟୁଜ): ଜେଲରୁ କଏଦୀ ଫେରାର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ଫେରାର । ବାଦାମପାହାଡ଼ ଅଂଚଳର କଏଦୀ ଗତକାଲି ଅପରାହ୍ନରେ ଜେଲର ମୁଖ୍ୟ ଫାଟକ ଦେଇ ଫେରାର ହୋଇଯାଇଛି। ସେ ତିନି ବର୍ଷ ହେଲା ଜେଲରେ ଥିଲା । ତାକୁ ଧରିବା ପାଇଁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଜେଲ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.