Below header

ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୂଆ ୱେବ୍‌ସାଇଟ୍‌ ଲୋକାର୍ପଣ, ବିଶ୍ୱବ୍ୟାପୀ ଥିବା ଭକ୍ତଙ୍କୁ ଏକାଠି କରିବାରେ ହେବ ସହାୟକ

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିରର ଏକ ୱେବ୍‌ସାଇଟ୍‌ ଲୋକାର୍ପଣ କରାଯାଇଛି। jagannath.in ନାଁରେ ତିଆରି ହୋଇଥିବା ଏହି ନୂଆ ୱେବ୍‌ ସାଇଟ୍‌କୁ ଗଜପତି ଦିବ୍ୟସିଂହ ଦେବ ଉନ୍ମୋଚିତ କରିଛନ୍ତି। ଏହି ୱେବ୍‌ ସାଇଟ୍‌ ବିଶ୍ୱବ୍ୟାପୀ ଥିବା ଭକ୍ତଙ୍କୁ ଏକାଠି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

webୱେବ୍‌ ସାଇଟରେ ଅନ୍‌ ଲାଇନ ମାଧ୍ୟମରେ ଦାନ ଗ୍ରହଣ କରିହେବ। ଏହାସହ ନିମନ୍ତ୍ରଣ କାର୍ଡ ଆଦି ପ୍ରେରଣ କରି ହେବ। ଆଗାମୀ ଦିନରେ ଏହି ୱେବ୍‌ ସାଇଟ୍‌କୁ ବିଭିନ୍ନ ଆଞ୍ଚଳକି ଭାଷାରେ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.