୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ପରେ ସଟ୍‌ଡାଉନ୍ ହେଲା ପୁରୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା

ପୁରୀ: ପୁରୀ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି ‌। ଏହି ସଟ୍‌ଡାଉନ୍‌ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଚାଲିବ ବୋଲି ଜଣାଯାଇଛି । ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ୨ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସତର୍କତା ପଦକ୍ଷେପ ମୂଳକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

sbi branch

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ଓ ଗ୍ରାହକମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରିରହିଛି । ଆବଶ୍ୟକ ହେଲେ କିଛି କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିାଯିବା ସମ୍ଭାବନା ରହିଛି । ସୂଚନା ଦେବା ଯୋଗ୍ୟକି ଆଜି ପୁରୀରୁ ୬୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.