ଟ୍ଵିନ୍ ସିଟିରେ ବର୍ଷା, ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି
ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଟ୍ଵିନ୍ ସିଟିରେ ବର୍ଷା । ଟ୍ଵିନ୍ ସିଟିରେ କାଳବୈଶାଖୀ ପ୍ରଭାବରୁ ବର୍ଷା । ବିଜୁଳି ଘଡ଼ଘଡ଼ି ସହ କଟକ ଓ ଭୁବନେଶ୍ୱରରେ ବର୍ଷା ଓ ପବନ ହୋଇଛି। କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଆଖାପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବର୍ଷା ଓ ପବନ ହୋଇଛି।
ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଟ୍ଵିନ୍ ସିଟିରେ ବର୍ଷା । ଟ୍ଵିନ୍ ସିଟିରେ କାଳବୈଶାଖୀ ପ୍ରଭାବରୁ ବର୍ଷା । ବିଜୁଳି ଘଡ଼ଘଡ଼ି ସହ କଟକ ଓ ଭୁବନେଶ୍ୱରରେ ବର୍ଷା ଓ ପବନ ହୋଇଛି। କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଆଖାପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବର୍ଷା ଓ ପବନ ହୋଇଛି। ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବା ଆଶଙ୍କା ରହିଛି।