ଭିଜିବ ବଡଦିନ: ୨୫ ଓ ୨୬ ଦୁଇ ଦିନ ଧରି ଝିପି ଝିପି ବର୍ଷା! ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି

ଭୁବନେଶ୍ବର: ବଡ ଦିନକୁ ଭିଜାଇବ ବର୍ଷା। ୨୫ ଓ ୨୬ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଫିକା ପଡିପାରେ ବଡ ଦିନ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଶୀତ ସାଙ୍ଗକୁ ଘନ କୁହୁଡି ମଧ୍ୟ ଆଛାଦିତ ହୋଇ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.