Below header

ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ

କେନ୍ୟୁଜ୍: ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ । ବିଧିବଦ୍ଧ ଭାବେ ଉପବାଚସ୍ପତିଙ୍କ ନାଁ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର । ଉପବାଚସ୍ପତି ଭାବେ ରାଜନୀକାନ୍ତଙ୍କ ନାଁକୁ ମୁଖ୍ୟ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହା ପରେ ନିଜ ଆସନ ଗ୍ରହଣ କରିଛନ୍ତି ରଜନୀକାନ୍ତ ସିଂହ । ସେ ଦଳର ଜଣେ ଅଭିଜ୍ଞ ବିଧାୟକ । ୨୦୦୪ ମସିହାରୁ ସେ ସଦସ୍ୟ ଅଛନ୍ତି । ପୂର୍ବରୁ ସେ ମନ୍ତ୍ରୀ ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.