Browsing Tag

deputy speaker

ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାର ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋସନ୍ ଆଣିବା ପରେ…

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ବିଧାନସଭାର ନୂଆ ଉପବାଚସ୍ପତି, ପ୍ରାର୍ଥୀ କରିଛି ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ବିଧାନସଭାର ନୂଆ ଉପବାଚସ୍ପତି । ତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ନାମାଙ୍କନ ଦାଖଲ କରିଛନ୍ତି ସାଲୁଗା ପ୍ରଧାନ । ମନ୍ତ୍ରୀ ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି । ଏହାପରେ ସାଲୁଗା ପ୍ରଧାନ…

ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା, ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା

ଭୁବନେଶ୍ୱର (କେନ୍ୟୁଜ): ଉପ ବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ । ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ ସିଂ ଚାରି ଚାରିଥରର ବିଧାୟକ ହୋଇଛନ୍ତି । ୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି…

ଟ୍ରକ୍ ସହ ଧକ୍କା ହେଲା ଉପବାଚସ୍ପତିଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ରଜନୀକାନ୍ତ ସିଂ

ଅନୁଗୁଳ(କେନ୍ୟୁଜ୍): ଅଳ୍ପକେ ବର୍ତ୍ତିଲେ ଉପବାଚସ୍ପତି ରଜନୀକାନ୍ତ ସିଂ। ଦୁର୍ଘଟଣାଗ୍ରସ୍ତ ହେଲା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଗାଡ଼ି। ଏକ ଟ୍ରକ୍‌ ସହ ଉପବାଚସ୍ପତିଙ୍କ କାର୍‌ ଧକ୍କା ହୋଇଛି। ଅନୁଗୋଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଦୁର୍ଘଟଣା…

ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି। ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶ୍ରୀ ଦୋରା ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି।  ଗତ ଏକ ମାସ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା।  ଆଉ…

ଆସିଲା ବିଧାନସଭା କୋଭିଡ୍‌ ଟେଷ୍ଟିଂ ରିପୋର୍ଟ,ଉପବାଚସ୍ପତିଙ୍କ ସମେତ ୧୪ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆସିଲା ବିଧାନସଭା କୋଭିଡ୍‌ ଟେଷ୍ଟିଂ ରିପୋର୍ଟ । ଆଜି  ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ  କରୋନାରେ ସଂକ୍ରମିତ ହେଇଛନ୍ତି। ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଗତ ୨୬ ତରିଖରୁ କାଲି ପର୍ଯ୍ୟନ୍ତ ୭୫୮ ସାମ୍ପୂଲ…

ଉପବାଚସ୍ପତି କିଏ ? ଏବେବି ସ୍ପଷ୍ଟ କରୁନାହିଁ ବିଜେପି

ନୂଆଦିଲ୍ଲୀ (କେନ୍ୟୁଜ୍) : ଲୋକସଭା ଉପବାଚସ୍ପତି କିଏ ହେବେ ? ଏହାକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା। ବିଜେଡିର ଭର୍ତ୍ତୃହରି ମହତାବଙ୍କ ନାଁ ଉଠିଥିଲା। କିନ୍ତୁ ଏବେ ଜଣା ପଡିଛି, ବିଜେପି ଏହି ପ୍ରସଙ୍ଗକୁ ବର୍ତ୍ତମାନ ପାଇଁ ଶୀତଳ ଭଣ୍ଡାରରେ ରଖିଛି। କାରଣ ଉପ ବାଚସ୍ପତି ପଦ ନେଇ…

ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ

କେନ୍ୟୁଜ୍: ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ । ବିଧିବଦ୍ଧ ଭାବେ ଉପବାଚସ୍ପତିଙ୍କ ନାଁ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର । ଉପବାଚସ୍ପତି ଭାବେ ରାଜନୀକାନ୍ତଙ୍କ ନାଁକୁ ମୁଖ୍ୟ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ…

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ନୂଆ ଲୋକସଭାର ପ୍ରଥମ ଅଧିବେଶନ, କିଏ ହେବେ ଲୋକସଭା ଉପବାଚସ୍ପତି?

(କେନ୍ୟୁଜ୍): କିଏ ହେବେ ଲୋକସଭା ଉପବାଚସ୍ପତି ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବିଜେପି ଏହି ପଦ ପାଇଁ ଓ୍ଵାଇଏସ୍‌ଆର କଂଗ୍ରେସକୁ ଅଫର ଦେଇଥିବା ସୂଚନା ମିଳିଛି । ବିଜେପି ସାଂସଦ ତଥା ମୁଖପାତ୍ର ଜିଭିଏଲ୍‌ ନରସିହ୍ମା ରାଓ ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା…