Below header

ଜିଏସ୍‌ଟି ମୁକ୍ତ ହେଲା ରାକ୍ଷୀ ଓ ଗଣେଶ ମୂର୍ତ୍ତି : ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : ଆସୁଛି ରାକ୍ଷୀ ପୂର୍ଣ୍ଣିମା ଓ ଗଣେଶ ପୂଜା । ଏହା ପୂର୍ବରୁ ରାକ୍ଷୀକୁ ଜିଏସ୍‌ଟି ମୁକ୍ତ କରିଛନ୍ତି କେନ୍ଦ୍ର ସରକାର । ତା ସହିତ ଗଣେଶ ମୂର୍ତ୍ତି ଏବଂ ଅନ୍ୟ ଠାକୁର ମୂର୍ତ୍ତି ସହ ହସ୍ତଶିଳ୍ପ ଉପରୁ ମଧ୍ୟ ଜିଏସ୍‌ଟି ଉଠାଇ ଦିଆଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋଲ୍‌ ଘୋଷଣା କରିଛନ୍ତି । ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।  ଜିଏସ୍‌ଟି ଲାଗୁ ହେବାର ୯ ମାସ ଭିତରେ ଇଏ ତୃତୀୟଥର ପାଇଁ ସଂଶୋଧନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.