ପୁରୀ: ଲକଡାଉନ କଟକଣା ଯୋଗୁଁ ଆରମ୍ଭ ହୋଇପାରୁନାହିଁ ରଥନିର୍ମାଣ କାମ

ପୁରୀ: ଅକ୍ଷୟ ତୃତୀୟାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଭିତରେ ରଥକାଠ ଅନୁକୂଳ ହୋଇଥିଲା । ବିଧି ଅନୁଯାୟୀ ରଥକାଠ ଅନୁକୂଳ ହୋଇଥିଲେ ମଧ୍ୟ ରଥଖଳାରେ ଏପର୍ଯ୍ୟନ୍ତ ରଥ ନିର୍ମାଣ କାମ ହୋଇନାହିଁ । ୮ଟି ପର୍ଯ୍ୟାୟରେ ରଥକାଠ ପହଞ୍ଚି ସାରିଛଇ । କିନ୍ତୁ ଲକଡାଉନ କଟକଣା ଯୋଗୁ ରଥନିର୍ମାଣ ଆରମ୍ଭ ହୋଇପାରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.