ବିନା ଫିଙ୍ଗର ପ୍ରିଣ୍ଟରେ ହିତାଧିକାରୀଙ୍କୁ ମିଳିବ ପିଡିଏସ୍‌ ସାମଗ୍ରୀ : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭିବନେଶ୍ବର: ରାସନ କାର୍ଡଧାରୀଙ୍କୁ ଫିଙ୍ଗର ପ୍ରିଣ୍ଟ ମନା । କୋଭିଡ କଟକଣା ଯୋଗୁ ହିତାଧିକାରୀ ଫିଙ୍ଗର ପ୍ରିଣ୍ଟ ଦେବେନି । ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କୁ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯିବ । ଆଗୀମ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

RAJA SWAIN

Leave A Reply

Your email address will not be published.