Below header

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ: ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ପରୀକ୍ଷଣ

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ । ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ଟେଷ୍ଟ ହୋଇଛି । ରାଜ୍ୟରେ ଏଯାଏ ମୋଟ ୪୪ ହଜାର ୬୬୩ ସାମ୍ପଲ ଟେଷ୍ଟ ହୋଇଛି । ବର୍ତ୍ତମାନ ରାଜ୍ୟରେ ୧୦୯ ଜଣ ଚିକିତ୍ସିତ ହେଉଥିବାବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.