ବାଲେଶ୍ୱର: ୨ଦିନ ପୁର୍ବେ ଉଦ୍ଧାର ହୋଇଥିବା ସାର୍କ ମାଛର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲେଶ୍ୱର(କେନ୍ୟୁଜ୍ ): ବାଲେଶ୍ୱର ଜିଲ୍ଲା କଣ୍ଟିଆ ଚିରା ନଈରୁ ଗତ ୨ଦିନ ପୁର୍ବେ ଏକ ସାର୍କ ମାଛ ଉଦ୍ଧାର ହୋଇଥିଲା । ମାଛଟିକୁ ମତ୍ସ୍ୟ ଜୀବୀ ମାନେ ଜାଲରୁ ବାହାର କରି ସମୁଦ୍ର କୂଳକୁ ଆଣିଥିଲେ । ପରେ ମାଛଟିକୁ ସମୁଦ୍ରରେ ଛାଡିଦେଇଥିଲେ । ଆଜି ମାଛଟିର ମୃତ୍ୟୁ ହୋଇଥିବାର ଜଣାପଡିଛି । ମୃତ୍ୟୁର କାରଣ ଏଯାବତ ଜଣାପଡି ନାହିଁ । ଘଟଣା ସ୍ଥଳରେ ପାଣୀ ଚିକିତ୍ସାଧାକାରୀମାନେ ପହଞ୍ଚି ନଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.