ପାରାଦୀପ: ଫେଲ୍‌ ମାରିଲା ଡକାୟତି ଯୋଜନା , ଧରାପଡିଲେ ୪ ଡକାୟତ

ପାରାଦୀପ(କେନ୍ୟୁଜ୍) : ଫେଲ୍‌ ମାରିଲା ଡକାୟତି ଯୋଜନା। ଧରାପଡିଲେ ୪ ଡକାୟତ। ଏକ ବଡ ଧରଣର ଡକାୟତି ଯୋଜନା କରୁଥିବାବେଳେ ପାରାଦୀପ ଆଦର୍ଶ ଥାନା ପୋଲିସ ଏହାକୁ ପଣ୍ଡ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ତିନି ରାଉଣ୍ଡ ଗୁଳି, ଚାପଡା ଓ କଟୁରୀ ଜବତ କରାଯାଇଛି।

dakayat1ଗତକାଲି ରାତିରେ ଏହି ୪ଜଣ ଡକାୟତି ପାଇଁ ଯୋଜନା କରୁଥିବାବେଳେ ପୋଲିସ ଖବର ପାଇ ଚଢାଉ କରିଥିଲା। ମୁଖ୍ୟ ଅଭିଯୁକ୍ତ ଘୁଙ୍ଗୁରୁ ନାଁରେ ୫୦ରୁ ଅଧିକ ମାମଲା ରହିଛି। ଆଜି ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.