ମାଓ ପ୍ରବଣ ଅଞ୍ଚଳରେ ଦୁଇ IAS ଏବଂ IFS ଅଧିକାରୀଙ୍କ ଦୁଃସାହସ ରୋପିଙ୍ଗ କ୍ଳାଇମ୍ବ

ମାଲକାନଗିରି: ମାଓ ପ୍ରବଣ ଅଞ୍ଚଳରେ ଦୁଇ IAS ଏବଂ IFS ଅଧିକାରୀଙ୍କ ଦୁଃସାହସ ରୋପିଙ୍ଗ କ୍ଳାଇମ୍ବ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଜିଲ୍ଲାପାଳ ରଜତ ବଂସଲ ଶହ ଶହ ଫୁଟର ରେପ୍ଲିଙ୍ଗ ରୋପ କ୍ଳାଇମ୍ବିଙ୍ଗ ଏବଂ ଟ୍ରେକିଙ୍ଗ ଭଳି ଆଡ଼ଭେଂଚର କରି ଦୁଃସାହସ କାର୍ଯ୍ୟ କରିଦେଖାଇଛନ୍ତି ।

ଜିଲ୍ଲାପାଳଙ୍କ ଏହି ଦୁଃସାହସ ରୋପିଙ୍ଗରେ ଅନୁପ୍ରାଣିତ ହୋଇ ମହିଳା IFS ତଥା ଜିଲ୍ଲା ବନବିଭାଗ ଅଧିକାରୀ ସୁଶ୍ରୀ ଷ୍ଟାୟଲ ମଣ୍ଡାବି ଏଭଳି ଦୁଃସାହସ ରୋପିଙ୍ଗ କ୍ଳାଇମ୍ବ କରିଛନ୍ତି । ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ୱବାଟର ପୋଲ ନିକଟରେ ଏଭଳି କିଛି କରି ଦେଖାଇଛନ୍ତି । ଏହି ଦୁଇ ଅଧିକାରୀଙ୍କ ଏଭଳି ଅଭିନବ ପ୍ରୟାସ ଅନ୍ୟପାଇଁ ପ୍ରେରଣା ଯୋଗାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.