Below header

ବ୍ରହ୍ମପୁରର ଛାତ୍ର ପି. ବିଶ୍ୱନାଥ ପାତ୍ରଙ୍କୁ ଋଷ ରାଷ୍ଟ୍ରପତିଙ୍କ ପ୍ରଶଂସା, ଜଳ ସଙ୍କଟର ସମାଧାନ ନେଇ ଦେଇଥିଲେ ନୂଆ ବିଚାର

ଭୁବନେଶ୍ବର: ଓଡ଼ିଆ ଛାତ୍ରଙ୍କୁ ପ୍ରଶଂସା କଲେ ଋଷ ରାଷ୍ଟ୍ରପତି। ଜଳ ସଙ୍କଟର ସମାଧାନ ନେଇ ତାଙ୍କ ନୂଆ ବିଚାରକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି । ବ୍ରହ୍ମପୁର ଆମ୍ବପୁଆ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ପି. ବିଶ୍ୱନାଥ । କେନ୍ଦ୍ର ସରକାରଙ୍କ ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ ଯୋଜନା ଅନୁସାରେ ଭାରତରୁ ୨୫ ଜଣ ଛାତ୍ରଛାତ୍ରୀ ଋଷ ଯାଇଥିଲେ । ଋଷର ସୋଚିରେ ଡିପ୍‌ ଟେକ୍ନୋଲୋଜି ଏଜୁକେସନ୍‌ ପ୍ରୋଗ୍ରାମ୍‌ରେ ଭାଗ ନେଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସେ ନାଇଜରରେ ୫ ଦିନିଆ ଟ୍ରେନିଂ ପ୍ରୋଗ୍ରାମ୍‌ରେ ଯୋଗଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.