Below header

୪ ଘଣ୍ଟାରୁ ଅଧିକ ସମୟ ଅଟକ ରହିଲେ ସିଡିପିଓ, ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକ ନିଯୁକ୍ତିକୁ କେନ୍ଦ୍ର କରି ଉତ୍ତେଜନା

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ବସ୍ତା ବ୍ଲକ ବେଲି ଗାଁରେ ଉତ୍ତେଜନା। ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକ ନିଯୁକ୍ତିକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଥିଲା। ସହାୟିକା ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ମହିଳାମାନେ ସିଡିପିଓଙ୍କୁ ପାଖାପାଖି ୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିଡିପିଓଙ୍କୁ ଉଦ୍ଧାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.