ଦାମ ରାଉତ ବିଜେପିରୁ ଇସ୍ତଫା ଦେବା ପରେ କଣ କହିଲେ ପୁଅ ସମ୍ବିତ ରାଉତରାୟ ଜାଣନ୍ତୁ

ଭୁବନେଶ୍ବର (କେନ୍ୟୁଜ୍) : ଜରାଉତ ବିଜେପିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ। BJPରେ ମିଶିବା ବାପାଙ୍କ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ସେଠାରେ ସେ ଏକ ଅଶ୍ୱସ୍ତିକର ପରିବେଶରେ ରହୁଥିଲେ। ତାଙ୍କୁ BJP ଦଳର ଆଦର୍ଶ ଓ କାର୍ଯ୍ୟଶୈଳୀ ପସନ୍ଦ ଆସୁନଥିଲା। ତାଙ୍କ ମନରେ ସବୁବେଳେ ବିଜୁ ବାବୁ ଥାନ୍ତି ବୋଲି ସମ୍ବିତ କହିଛନ୍ତି।