ପୁରୀରେ ବାଲୁକା କଳା ମାଧ୍ୟମରେ ଭାରତୀୟ ବାୟୁସେନାକୁ ଅଭିନନ୍ଦନ

ପୁରୀ (କେନ୍ୟୁଜ୍) : ବାଲୁକା କଳାରେ ଭାରତୀୟ ବାୟୁସେନାକୁ ଅଭିନନ୍ଦନ । ପିଓକେରେ ଭାରତୀୟ ବାୟୁସେନା ଅପରେସନରେ ଆତଙ୍କବାଦୀ ସଂଗଠନ ଜୈସ ମହମ୍ମଦର କ୍ୟାମ୍ପ ଧ୍ୱଂସ ଘଟଣାରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା କଳା ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ମାଧ୍ୟମରେ ଭାରତୀୟ ବାୟୁସେନାର ବୀରତ୍ୱକୁ ପ୍ରଶଂସା ସହ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ଦେଖିବା ପାଇଁ ପର‌୍ୟ୍ୟଟକଙ୍କ ବେଶ ଭିଡ଼ ଜମୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.