Below header

ପବିତ୍ର ଦୀପାବଳି ଅବସରରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ପବିତ୍ର ଦୀପାବଳି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା l ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି l

କୋଭିଡ କଟକଣା ଯୋଗୁ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଯାଇଥିବାରୁ ଦୀପଦାନ କରି ଦୀପାବଳି ପାଳନ କରିବାକୁ ଅନୁରୋଧ କରାଯାଇଛି ଏହି ବାଲୁକା କଳାରେ l କୋଭିଡ କଟକଣା କୁ ମାନି ଘରେ ଘରେ ଦୀପାବଳି କୁ ଆନନ୍ଦ ଉତ୍ସାହ ର ସହ ସମସ୍ତେ ପାଳନ କରିବାର ବାର୍ତା ଦିଆଯାଇଛି ଏହି ବାଲୁକା କଳାରେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.