Below header

ଗଞ୍ଜାମ: ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ଟାଟା ମ୍ୟାଜିକ ଗାଡି ଦୁର୍ଘଟଣାଗସ୍ତ

ଗଞ୍ଜାମ :  ୨୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚିକିଟି ବ୍ଲକ ନୂଆପଡା ମାର୍ଗଦର୍ଶୀ ଶିଶୁ ବିଦ୍ୟା ମନ୍ଦିର ଅଭିମୁଖେ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡି ଦୁର୍ଘଟଣାଗସ୍ତ ହୋଇଛି। ଗାଡିଟି ଆଜି ପହଁରା ବାଡ଼ି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବନ୍ଧ ଭିତରେ ପଶିଯାଇଥିଲା । କିନ୍ତୁ ବନ୍ଧ ତଟରେ ଥିବା ଅମରି ଲଟା ଦ୍ୱାରା ସମସ୍ତେ ବର୍ତି ଯାଇଛନ୍ତି। ୩ ଜଣ ଛାତ୍ର ଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଯୋଗୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.