Below header

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି, ସର୍ଟ ସର୍କିଟରୁ ଲାଗିଥିଲା ନିଆଁ

ଭୁବନେଶ୍ୱର(କେ ନ୍ୟୁଜ): ଚଳନ୍ତା ସ୍କୁଟିରେ ନିଆଁ । ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି, ସ୍କୁଟି ଚାଳକ ସୁରକ୍ଷିତ । ଭୁବନେଶ୍ୱର ରମାଦେବୀ କଲେଜ ସମ୍ମୁଖରେ ଦୁର୍ଘଟଣା । ସ୍ଥାନୀୟ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ଆସୁଥବା ବେଳେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.