ନବୀନ ନିବାସରେ ୨୦୨୪ର ବିଜୟ ମନ୍ତ୍ର, ୧୭ ଲୋକସଭା ଓ ୧୧୯ ବିଧାନସଭାର ସମୀକ୍ଷା ସରିଲାଣି

ନବୀନ ନିବାସରେ ୨୦୨୪ର ବିଜୟ ମନ୍ତ୍ର ଦେଉଛନ୍ତି ବିଜେଡି ସୁପ୍ରିମୋ । ବର୍ତ୍ତମାନ ସୁଦ୍ଧା ୧୭ ଲୋକସଭା ଓ ୧୧୯ ବିଧାନସଭାର ସମୀକ୍ଷା ସରିଲାଣି ।

ନବୀନ ନିବାସରେ ୨୦୨୪ର ବିଜୟ ମନ୍ତ୍ର ଦେଉଛନ୍ତି ବିଜେଡି ସୁପ୍ରିମୋ । ବର୍ତ୍ତମାନ ସୁଦ୍ଧା ୧୭ ଲୋକସଭା ଓ ୧୧୯ ବିଧାନସଭାର ସମୀକ୍ଷା ସରିଲାଣି । ଆଜି ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, କଟକ ଓ ଜଗତସିଂହପୁରର ମାନସମନ୍ଥନ କରାଯାଇଥିଲା । ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ରେସରେ ଆଗରେ ଅଛନ୍ତି ଦିଲ୍ଲୀପ ତିର୍କୀ । ସେହିପରି କଟକ ପାଇଁ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ତାଲିକା ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.